Odisha News Insight
Browsing Tag

Naveen Patnaik

କରୋନା: ଘରୋଇ ସ୍କୁଲ ଗୁଡ଼ିକ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍‌ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍‌ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ

ତାମିଲ କିଶୋର ପତ୍ରିକାରେ ନବୀନ ହିରୋ

କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍‌

ଜୁନ ୧୭ ଯାଏ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ନବୀନ ପଟ୍ଟନାୟକ

ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍‌ଡାଉନ୍ ସମୟକକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଏକ ସଙ୍କଟ