ନେପାଳରେ ଘନେଇଲା ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଅନୁପସ୍ଥିତିରେ ଦଳୀୟ ବୈଠକ ଡାକିଲେ ପ୍ରଚଣ୍ଡ
ନେପାଳା ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଓଲି-ପ୍ରଚଣ୍ଡଙ୍କ ମଧ୍ୟରେ ମୁହାଁମୁହିଁ ଜାରି ରହିଛି।ସୀମା ବିବାଦରେ ଭାରତ ସହ ମୁହାଁମୁହିଁ ହୋଇଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଭାରତ ଆସନ ଏବେ ଟଳମଳ ଅବସ୍ଥାରେ ରହିଛି। ତାଙ୍କ ଗାଦି ବଞ୍ଚାଇବା ଲାଗି ଉଦ୍ୟମ ଜାରି!-->…