ସାମନାକୁ ଆସିଲା କରୋନାର ଆଉ ୬ଟି ନୂଆ ଲକ୍ଷଣ
ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଆମେରିକାର ସିଡିସି ଦ୍ୱାରା କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ କହିଛି । ଏହି ଲକ୍ଷଣ!-->…