ନେପାଳରେ ବ୍ୟାନ୍ ହେଲା ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ |
ଭାରତର ଦୂରଦର୍ଶନକୁ ଛାଡ଼ି ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ୍ ଲଗାଇଛି ନେପାଳ। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଓଲି ସରକାରର ମୁଖପାତ୍ର କହିଛନ୍ତି। ତେବେ ପାକିସ୍ତାନ ଏବଂ ଚୀନ!-->…