ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ହେଲେ ମିଳିତ ଜାତିସଂଘର ନୀତି ଅଧିକାରୀ !
ଗତ ୧ତାରିଖ ଦିନ ବୈଶାଳୀ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ! ପୁରୀରେ ଜନ୍ମିତ ବୈଶାଳୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ପୁରୀର ବ୍ଲେସ୍ଡ ସେକ୍ରାମେଣ୍ଟ ହାଇସ୍କୁଲ୍ ଓ ଭୁବନେଶ୍ବରର କିଟ୍ ଇଣ୍ଟରନାସନାଲ ସ୍କୁଲ୍ରୁ ଶିକ୍ଷା ଶେଷ କରି ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍ରେ ସ୍ନାତକ!-->…