CBSE ଭଳି ଓଡ଼ିଆ ସ୍କୁଲ୍ ପାଠ୍ୟଖସଡ଼ାରେ କମାଯିବ।
କରୋନା ପାଇଁ ଏବର୍ଷ ସିଲାବସ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି।
ପ୍ରଥମରୁ ଦଶମ ଯାଏ କେତେ ପାଠ ପଢ଼ା ଯିବ ସେ ନେଇ SCERT ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ।ପ୍ଲସ ଟୁ ସିଲାବସ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତି ନେବ।
!-->!-->!-->!-->!-->…