ପୁଲୱାମା ମାଷ୍ଟର ମାଇଣ୍ଡ ନିହତ
ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ରବିବାର ମଧ୍ୟରାତ୍ରରେ ହୋଇଥିବା ଏନ୍କାଉଣ୍ଟରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍ ନିହତ ହୋଇଛି । ଏହାସହ ଜୈଶ୍-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ତ୍ରାଲର ପିଙ୍ଗଲିଶ୍ ଅଞ୍ଚଳରେ!-->…