ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ କଥା ହେଲେ ଓଡ଼ିଆ ପୁଅ ପ୍ରମୋଦ, କଣ କଥା ହେଲେ ଜାଣନ୍ତୁ?
କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ!-->…