କରୋନା ୧୧,୦୦୦ ବନ୍ଦୀଙ୍କୁ ଜାମିନରେ ଛାଡ଼ିବ ଉତ୍ତରପ୍ରଦେଶ
ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।
୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍ ଅଥବା!-->!-->!-->…