କରୋନା: ଘରୋଇ ସ୍କୁଲ ଗୁଡ଼ିକ ଫି’ କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ମହାମାରୀ କରୋନା ଭାଇରସ୍ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ!-->…