ହୋଇପାରିବ ନାହିଁ ସମୂହ ନମାଜପାଠ।
ଗୋଟିଏ ଦିନ ପରେ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନଙ୍କ ପବିତ୍ର ରମଜାନ ମାସ କିନ୍ତୁ ଲକଡାଉନ ପାଇଁ ପାଳନ ବେଳେ କମିଶନରେଟ ପୋଲିସ ଜାରି କଲା କିଛି କଟକଣା । କଟକ ସହରରେ ଲକଡାଉନ ପାଇଁ କୌଣସି ମସଜିଦ ରେ ୫ଜଣଙ୍କ ରୁ ଉର୍ଦ୍ଧ ଲୋକେ କରିପାରିବେ ନାହିଁ ନମାଜ ପାଠ।ଏହା ସହ!-->…