Odisha News Insight
Browsing Tag

Rath Yatra

ବଦଳିଲା ରଥ ଭଙ୍ଗା ପରମ୍ପରା

ଚଳିତ ବର୍ଷ ରଥ ଭଙ୍ଗା ପରମ୍ପରାରେ ପରିବର୍ତ୍ତନ କରି ସଂରକ୍ଷଣ ପାଇଁ ରଥକୁ ଖୋଲିବା ପାଇଁ ହୋଇଛି ନିଷ୍ପତ୍ତି  । ତେବେ ଚଳିତ ବର୍ଷ ତିନୋଟି ରଥକୁ ସଂରକ୍ଷଣ କରାଯିବା ସହ ରଥକୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣଧୀନ ଥିବା ମ୍ୟୁଜିୟମରେ ରଥପାର୍କରେ ରଖିବା ପାଇଁ ଆରମ୍ଭ ହୋଇଛି

୧୮ରେ ଶୁଣାଣି ହେବ ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲା

ରଥଯାତ୍ରା ଆୟୋଜନକୁ ନେଇ ସୁପ୍ରିମ୍‌କୋର୍ଟରେ ରୁଜୁ ହୋଇଥିବା ମାମଲାର ୧୮ ତାରିଖରେ ଶୁଣାଣି କରାଯିବ। ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କ ସହିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର