ଶେଲଟର ହୋମ ପାଇଁ ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ପତ୍ନୀ
କୁହାଯାଏ ଦେଶ ଯେତେବେଳେ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହୋଇଥାଏ ସେତେବେଳେ ପ୍ରତ୍ୟେକ ନାଗରିକ ଯବାନଙ୍କ ଭଳି କାମ କରିବା ଦରକାର। ପ୍ରତ୍ୟେକ ନାଗରିକଙ୍କୁ ଦେଶର ହିତ ପାଇଁ ସହଯୋଗ କରିବାକୁ ପଡ଼ିଥାଏ।ଏଭଳି କଲେ ଯାଇ ଦେଶ ମଙ୍ଗଳ ହୋଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି!-->…