ତେନ୍ତୁଳିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି ଜାଣନ୍ତୁ
ତେନ୍ତୁଳି ପାଟିକୁ ଖଟା ଲାଗିଥାଏ। ଏହାସହ ଆମେ ସାଧାରଣତଃ ଖଟା କିମ୍ବା ଆଚାର ବନେଇବା ପାଇଁ ବ୍ୟବହାର କରିଥାଉ। ଏହା ସ୍ଵାଦକୁ ଆହୁରି ଦ୍ୱିଗୁଣିତ କରିଥାଏ ସେୟା ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ତେନ୍ତୁଳିରେ ଆଇରନ୍, ଫାଇବର୍, ମ୍ୟାଗ୍ନେସିୟମ୍, କ୍ୟାଲ୍ସିୟମ୍ ଓ!-->…