ଭାରତର ଦୁଇ ଜଣ ଦକ୍ଷ ଓ ସାହାସୀ ଗୁପ୍ତଚର , ମୁସଲମାନ ହୋଇକରି ୭ ବର୍ଷ ପାକିସ୍ଥାନରେ ରହିଲେ , କିନ୍ତୁ ଜଣେ ଫେରି ଆସି…
ବହୁତ ଏମିତି ଲୋକ ଥାନ୍ତି ଯିଏକି ନିଜ ଦେଶ ପାଇଁ ଜୀବନର ବାଜି ଲଗାଇବାକୁ ପଛାଇ ନଥାନ୍ତି , ତାଙ୍କ ନାଁ ଆସିଲେ ଆମ ମୁଣ୍ତ ଗର୍ବରେ ସମ୍ମାନରେ ତଳକୁ ହୋଇଯାଏ , କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏକି ନିଜ ଜୀବନର ବାଜି ଲଗାଇ ଦେଇଥାନ୍ତି , ଓ ସରକାର ତାଙ୍କୁ ଆପଣାଇବା ପାଇଁ ମନା!-->…