ରାଜ୍ୟରେ ଜାରିହେଲା ଅନଲକ୍ ୪ ଗାଇଡଲାଇନ୍।
ଆଜି ରାଜ୍ୟ ସରକାର ଅନ୍ଲକ୍ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ୍ଲାଇନ୍ରେ ଦର୍ଶାଇଛନ୍ତି ଯେ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ରହିବ ଏବଂ ସ୍ଥାନୀୟ ଅଧିକାରୀ କଣ୍ଟେନ୍ମେଣ୍ଟ!-->…